ବ୍ରହ୍ମପୁର (ନୀଳଚକ୍ର live)ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ (MoFPI) ଦ୍ୱାରା ୨୪-୨୫ ଅଗଷ୍ଟ ୨୦୨୬ ରେ ନୂଆଦିଲ୍ଲୀରେ ଆୟୋଜିତ ହୋଇ ଥିଲା ଦୁଇ ଦିନିଆ PMFME କନକ୍ଲେଭ-୨୦୨୬, ଯାହାର ଲକ୍ଷ୍ୟ PMFME ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ DRP ଏବଂ DNO ମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଏବଂ ଅବଦାନକୁ ସମ୍ମାନିତ ଏବଂ ସ୍ୱୀକୃତି ଦେବା।
ଯାହା ୨୦୨୦-୨୧ ରେ PMFME ଯୋଜନାର ଶୁଭାରମ୍ଭ ସମୟରେ ୨ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସମର୍ଥନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଶ୍ରୀ ସାଇ ଚନ୍ଦନ ବିଶୋୟୀ, DRP, DIC, ଗଞ୍ଜାମ ବ୍ରହ୍ମପୁରଙ୍କୁ କାର୍ଯ୍ୟକ୍ରମ ସମୟରେ MoFPI ଦ୍ୱାରା ସମ୍ମାନିତ ହୋଇ ଛନ୍ତି।ସେ DIC ଗଞ୍ଜାମ ଏବଂ PMFME ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ତାଙ୍କ ପ୍ରଶଂସନୀୟ କାର୍ଯ୍ୟାନ୍ୱୟନ ପାଇଁ ପ୍ରଶଂସା ଏବଂ ସମ୍ମାନ ପାଇଁ ମଧ୍ୟ ମନୋନୀତ କରାଯାଇଛି।
ଏହା ପ୍ରକୃତରେ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ସମ୍ପୃକ୍ତ DIC ଦଳ ଏବଂ DRP ମାନଙ୍କର ଉତ୍ସର୍ଗୀକୃତ ପ୍ରୟାସର ସ୍ୱୀକୃତି। ତାଙ୍କୁ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ଚିରାଗ ପାସୱାନ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସେ ହେଉଛନ୍ତି ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଅଢେଗାଁ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଲଷ୍ମୀ କାନ୍ତ ବିଶୋଇ ଙ୍କ ସୁଯୋଗ୍ୟ ସନ୍ତାନ..DRP, DIC ଏବଂ ସମଗ୍ର DRP ମାନଙ୍କୁ ସାଇ ଚନ୍ଦନ ଅଭିନନ୍ଦନ ଜଣେଇ ଛନ୍ତି।PMFME ଯୋଜନାରେ 290+ ମଞ୍ଜୁର ସହିତ ଗଞ୍ଜାମ ଏବଂ ଓଡ଼ିଶାରେ ସର୍ବାଧିକ ଋଣ ମଞ୍ଜୁରୀ କହିଛନ୍ତି ସାଇ ଚନ୍ଦନ ବିଶୋଇ।

Post a Comment