BREAKING
Loading...
:

ନିଜ ଜନ୍ମ ଦିନରେ ଅଯଥା ଖର୍ଚ୍ଚ ନକରି ରକ୍ତ ଦାନ ଶିବିର ଅନୁଷ୍ଠିତ କରି ରୋଗୀ ଙ୍କ ଜୀବନ ବଞ୍ଚାନ୍ତୁ - ଲିଟୁନ କର


ଜଗନ୍ନାଥ ପ୍ରସାଦ (ନୀଳଚକ୍ର Live) ଜାମଗୋରଡା ଗ୍ରାମର ର ଶ୍ରୀ ଯୁକ୍ତ ଦିଲୀପ କର ଙ୍କ ଜ୍ୟେଷ୍ଟ ପୁତ୍ର ଯୁବ ସମାଜସେବି ରାଜକିଶୋର କର(ଲିଟୁନ)ଙ୍କ 34ତମ ଜନ୍ମ ଦିବସ ଅବସରରେ ଓ ସମ୍ବାଦ ଆମଓଡ଼ିଶା ର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଥିଲା l ସମ୍ବାଦ ପ୍ରତିନିଧି ଚନ୍ଦ୍ର କେତୁ ରାଉତଙ୍କ ସଭାପତିତ୍ୱ ଓ  ରାଜକିଶୋର କରଙ୍କ ଆବାହକ ରେ  ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ   ଜଗନ୍ନାଥପ୍ରସାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲ୍ଲିକ ,ମୁଖ୍ୟ ବକ୍ତାଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦାସ କିରଣ କୁମାର, ଓ ସମ୍ମାନିତ  ଅତିଥି ଭାବେ ତହସିଲଦାର ଅଶୋକ କୁମାର ମୁଦୁଲି, ଓ ନିମନ୍ତ୍ରିତ ଅତିଥିଭାବେ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା, ଆଞ୍ଚଳିକ  ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ନୃସିଂହ ଚରଣ ପ୍ରଧାନ, +3 କଲେଜର ପୂର୍ବତନ ଅଧକ୍ଷ  ସନାତନ ସାହୁ, ଓ  ଅବସର ପ୍ରାପ୍ତ ଓଡିଆ ଅଧ୍ୟାପକ ଲୋକନାଥ ମହାନ୍ତି ମଂଚାସୀନ ଥିବା ବେଳେ ଜୋତିର୍ବିତ ଅନ୍ନଦା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ l

ଏହିଶିବିର ରେ ମୋଟ 104 ଇୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତ ଦାନ ମହାପୁଣ୍ୟ, ଜଣେ ବ୍ୟକ୍ତିର ରକ୍ତ ରେ ଜଣେ ରୋଗୀ ଜୀବନ ପାଇ ପାରିବ,ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଜନ୍ମ ଦିନରେ ଅଯଥା ଖର୍ଚ୍ଚ ନ କରି ରକ୍ତ ଦାନ ଶିବିର ଆୟୋଜନ କରି ରୋଗୀ ର ଜୀବନ ବଞ୍ଚାଇବା ପାଇଁ ଲିଟୁନ ଭାଇ କହି ଯୁବ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲେ।ଏହି ଶିବିରର ରକ୍ତଦାତା ମାନେ ହେଲେ ରାଜକିଶୋର କର, ଦିବ୍ୟ ଲୋଚନ ଗୌଡ଼, ହରିକୃଷ୍ଣ ବିଶୋଇ, ବିକାଶ ପ୍ରଧାନ, ଦଣ୍ଡଧର ପୃଷ୍ଟି, ସତ୍ୟବ୍ରତ ପୃଷ୍ଟି, ସତ୍ୟବ୍ରତ ସେଠି, ମନୋଜ ଭୂୟାଁ, ଶଙ୍କର ମାଝୀ, ରାଜେଶ କୁମାର ସେଠି, ସନ୍ତୋଷ କୁମାର ଜେନା, ବିଶ୍ଵରଞ୍ଜନ ସାହୁ, ଭଗବାନ ନାୟକ, ବସନ୍ତ ସାମଲ, ପ୍ରଶାନ୍ତ କୁମାର ସାହୁ,

ପ୍ରଶାନ୍ତ କୁମାର ବିଶୋଇ, ସୁଶାନ୍ତ ପ୍ରଧାନ, ସୁଶାନ୍ତ   କୁମାର ସ୍ୱାଇଁ, ବିଶ୍ୱରୂପ ପ୍ରଧାନ, ଅରୁଣ କୁମାର ନାୟକ, ବିଚିତ୍ର ସ୍ୱାଇଁ, ମହେଶ ପ୍ରସାଦ ପାତ୍ର, ଧୋବା ବେହେରା, ଦୁତିକୃଷ୍ଣ ପ୍ରଧାନ, ହରିକୃଷ୍ଣ ଗୌଡ଼, ବଳରାମ ଡାକୁଆ, ମାଧବ ବେହେରା, ମୁନା ସାହୁ ସିମାଞ୍ଚଳ ସେନାପତି, ତ୍ରିଲୋକ ବେହେରା, ସୂଭମ ଖଟେଇ, ଜଗନ୍ନାଥ ନାୟକ, ନାରାୟଣ ନାୟକ ପ୍ରଦୀପ୍ତ ନାୟକ, ଦିନେଶ ଦେବେଙ୍ଗ, ସୋମ୍ୟରଞ୍ଜନ ପ୍ରଧାନ, ଜିତେନ୍ଦ୍ର କର, ସୁଶାନ୍ତ ଗୌଡ଼, ବସନ୍ତ ପରିଛା , ସୁଦୂରୁ ଜେନା ,ବିଦେଶୀ ନାୟକ, କେଶବ ମଲ୍ଲିକ, ସୁକାନ୍ତ ନାୟକ,





ଅଶୋକ କୁମାର ଦାସ, ଦୁତି କୃଷ୍ଣ ଭୋଇ, ରାନୁ ସାହୁ, ଅଲୋକ ସେଠି ,ରାକେଶ ଦାସ ରୋହିତ କୁମାର ସେଠି, ଦେବାଶିଷ ପ୍ରଧାନ, ବସନ୍ତ କୁମାର ସାହୁ, ଜଗବନ୍ଧୁ ଗୌଡ଼, ପଞ୍ଚାନନ ଗୌଡ଼ ଚିତ୍ର ସେନ ବେହରା ରାକେଶ କୁମାର କର, ମୃତୁଞ୍ଜୟ ପ୍ରଧାନ ,ବିବେକା ନନ୍ଦ ପ୍ରଧାନ, ପ୍ରକାଶ ଲେଙ୍କା, ଶିବରାମ ସାହୁ, ରାକେଶ ପଣ୍ଡା, ମନୋଜ କୁମାର ଦାସ, ବେଣୁ ଗୌଡ଼ କୃଷ୍ଣ ଚନ୍ଦ୍ର ଗୌଡ଼, ରୁଦ୍ର ପ୍ରସାଦ ସାହୁ, ସାଗର ପରିଡା, ପପୁ ସାହୁ, ହରିକୃଷ୍ଣ ସାହୁ ,ଜୟକୃଷ୍ଣ ପ୍ରଧାନ ସତ୍ୟବାନ ସାହୁ, ଦୀପକ ପ୍ରଧାନ, ଭିକା ଜେନା, ଦୀପକ କୁମାର ଗୌଡ଼, ଦେବାଶିଶ ସେନାପତି, ରାଜକିଶୋର ସାହୁ, ବୀରେନ୍ଦ୍ର ବେହେରା, ବିଚିତ୍ର ପାତ୍ର,ସନ୍ତୋଷ ସେନାପତି, ରଞ୍ଜନ ବିଶୋଇ, ଚିତ୍ରସେନ ପ୍ରଧାନ,



ଜିତେନ୍ଦ୍ର କୁମାର ମଲ୍ଲିକ, ପବନ ବାରିକ,କଂଘ ତରେଇ, ସୋମ୍ୟ ଅଚର୍ଯ୍ୟା, ଚନ୍ଦ୍ର ମଣି  ଆଚାର୍ଯ୍ୟ, ବିଷ୍ଣୁ ଚରଣ ସାହୁ, ଲୋକନାଥ ପାଣିଗ୍ରାହୀ, ଓ଼ମଂ ପ୍ରକାଶ ପ୍ରଧାନ, ଫକୀର ମୋହନ ନାୟକ, ଅଶ୍ୱନୀ କୁମାର ସାହୁ, ସୁନୀଲ ପଟ୍ଟନାୟକ, ଧିରେନ କର, ଗଣେଶ୍ୱର ସାହୁ, ପବିତ୍ର ବିଶୋଇ, ସୁନୀଲ କୁମାର ମହାପାତ୍ର, କିସାନ ଲେଙ୍କା, ସନାତନ ପ୍ରଧାନ,ଅଶୋକ କୁମାର ନାୟକ, ରୁଦ୍ର ବେହେରା, ମହେଶ ପାଣିଗ୍ରାହୀ, ତିରୁମାଲା ପ୍ରଧାନ ,ରାଜେଶ କର, ଧୀରେଜ କୁମାର ଦାସ, ଲକ୍ଷ୍ମଣ କୁମାର ସାହୁ, ସାଗର ନାୟକ, ସନାତନ ପ୍ରଧାନ  ପ୍ରମୁଖ।ଏହି ଶିବିରରେ ଭଂଜନଗର ରକ୍ତ କେନ୍ଦ୍ରର ଲକ୍ଷ୍ମୀ ନୃସିଂହ ମାଝୀ, ପ୍ରତାପ  ଚନ୍ଦ୍ର ସ୍ୱାଇଁ, ଇତିଶ୍ରୀ ତ୍ରିପାଠୀ, ଅର୍ଚନା ସାହୁ, ଅଲୋକ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ସାହୁ, ବିପିନ ପାଣିଗ୍ରାହୀ, ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l

Post a Comment

Previous Post Next Post
Header ADS